ଗଜକୃତ୍ତି
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ହାତୀର ଚର୍ମ — ୧. The hide of an elephant.
- ୨. ଗଜାସୂରର ଚମଡ଼ା (ଯାହା ଶିବ ପରିଧାନ କରିବାର କଥିତ ଅଛି) —୨. The hide of the demon Gaja put on by Ṡiba.
ଉରଜ ମହେଶ ଉନ୍ନତି ପାଇ, ନୀଳ ଚୋଳ ଗଜକୃତ୍ତି ଘୋଡ଼ାଇ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ