ଗଜଚକ୍ଷୁ

ଉଇକିଅଭିଧାନ‌ରୁ

ଗଜଚକ୍ଷୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଜ+ ଚକ୍ଷୁ)[ସମ୍ପାଦନା]

(ଲକ୍ଷଣାର୍ଥ) ଯାହାର ଆଖି ହାତୀର ଆଖି ପରି ଛୋଟ — (figurative) (a person) Having comparatively small eyes.

[ ଦ୍ର—ହତୀ ଶରୀରର ଆକାର ଅନୁପାତରେ ଚକ୍ଷୁ କ୍ଷୁଦ୍ର ]