Jump to content

ଗଜତା

ଉଇକିଅଭିଧାନ‌ରୁ

ଗଜତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଗଜ+ସମୂହାର୍ଥେ. ତା; ତୁଳ. ଜନତା)— ହସ୍ତିସମୂହ; ହାତୀ ପଲ — ୧. A herd of elephants.
୨. (ଗଜ+ଭାବାର୍ଥେ. ତା)—ହାତୀର ଅବସ୍ଥା — ୨. The state of an elephant (M.W.)