Jump to content

ଗଜଦନ୍ତପଲଙ୍କ

ଉଇକିଅଭିଧାନ‌ରୁ

ଗଜଦନ୍ତପଲଙ୍କ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଜଦନ୍ତ ଓ ପଲ୍ୟାଙ୍କ)

[ସମ୍ପାଦନା]

ଯେଉଁ ପଲଙ୍କରେ ଗଜଦନ୍ତଦ୍ୱାରା ଫୁଲ, ଲତା ଆଦି ନାନାପ୍ରକାର କାରୁକାର୍ଯ୍ୟ ରଚିତ ହୋଇଥାଏ — A bedstead artfully carved with ivory.