Jump to content

ଗଜଦାନ

ଉଇକିଅଭିଧାନ‌ରୁ

ଗଜଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଜ+ଦାନ)

[ସମ୍ପାଦନା]
୧. ମତ୍ତହସ୍ତୀର ଗଣ୍ଡରୁ ବୋହିବା ମଦବାରି — ୧. Ichor exuding from the temple of elephants.
୨. ଶାସ୍ତ୍ରୋକ୍ତ ହସ୍ତିଦାନ — ୨. Gift of an elephant.