Jump to content

ଗଜବଳି

ଉଇକିଅଭିଧାନ‌ରୁ

ଗଜବଳି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ, ବଡ଼ଖେମୁଣ୍ଡି) ବିଶେଷ୍ୟ -

[ସମ୍ପାଦନା]

ସାତଟି ପୋଢ଼ ବା ଅଣ୍ଡିରା ମଇଷିଙ୍କୁ ଧାଡି କରି ଠିଆ କରାଇ ଠାକୁରାଣୀଙ୍କ ଆଗେ ଯୁଗପତ୍ ଦିଆଯିହା ବଳି (ଦୌ. ଆଶା. ୧୬: ୧୩୧: — The slaughter of seven buffaloes simultaneously before a Goddess after making them stand in a row.