Jump to content

ଗଜବୀଥି

ଉଇକିଅଭିଧାନ‌ରୁ

ଗଜବୀଥି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଗଜ+ବୀଥି)

[ସମ୍ପାଦନା]
୧. ଗଜଶ୍ରେଣୀ — ୧. A row of elephants.


୨. ହାତୀଦାଣ୍ଡ; ଅରଣ୍ୟରେ ଯେଉଁ ପ୍ରଶସ୍ତ ବାଟରେ ହାତୀମାନେ ଯିବା ଆସିବା କରନ୍ତି — ୨. The road fre-quented by the herds of elephants in a jungle.
୩. ରୋହିଣୀ, ଆର୍ଦ୍ରା ଓ ମୃଗଶିରା ନକ୍ଷତ୍ର ତ୍ରୟ — ୩. The ୪th, ୫th and ୬th junar mansions.

[ଦ୍ରଷ୍ଟବ୍ୟ — ଏ ନକ୍ଷତ୍ରମାନଙ୍କ ମଧ୍ୟ ଦେଇ ଶୁକ୍ରଗ୍ରହର ଗତି ହୁଏ ହିନ୍ଦୀ - ଶବ୍ଦସାଗର]