ଗଜବେଲ

ଉଇକିଅଭିଧାନ‌ରୁ

ଗଜବେଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଜ+ବଲ୍ଲ)[ସମ୍ପାଦନା]

ଏକପ୍ରକାର ଲୁହା; କାନ୍ତଲୋହ — A species of iron; cast-iron.

ସବୁ ଲହାମାନେ ଲୁହା ଯେ ନୁହନ୍ତି ଲୁହା ଅଟେ ଗଜବେଲ ଧର୍ମପୁରାଣ