Jump to content

ଗଜଯୋଧୀ

ଉଇକିଅଭିଧାନ‌ରୁ

ଗଜଯୋଧୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଗଜ+ଯୋଧିନ୍; ୧ମା.୧ବ)

[ସମ୍ପାଦନା]

ଗଜାରୋହୀ; ହାତୀ ଉପରେ ଚଢ଼ି ଯୁଦ୍ଧ କରୁଥିବା (ସେନା) —Fighting on an elephant

ଗଜଯୋଧୀ ଅଶ୍ୱଯୋଧୀ ଯେ ଅଗଣିତ ମରିଛନ୍ତି ଅର୍ଜୁନ ବହୁଛି ଚକିତ କୃଷ୍ଣସିଂହ, ମହାଭାରତ. କର୍ଣ୍ଣ