Jump to content

ଗଜାନୀକ

ଉଇକିଅଭିଧାନ‌ରୁ

ଗଜାନୀକ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ -

୧. (ରୂପ. କର୍ମ. ଗଜ+ଅନୀକ=ସୈନ୍ୟ) — ହସ୍ତୀରୂପସୈନ୍ୟ — ୧. The army consisting of elephants.
୨. (୬ଷ୍ଠୀ ତତ୍; ଗଜ+ଆନୀକ=ଯୁଦ୍ଧ) — ହସ୍ତୀର ଯୁଦ୍ଧ —The fighting of elephants.