Jump to content

ଗଜାସୁର

ଉଇକିଅଭିଧାନ‌ରୁ

ଗଜାସୁର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଗଜ+ଅସୁର)

[ସମ୍ପାଦନା]

ଶିବଙ୍କଦ୍ୱାରା ନାଶପ୍ରାପ୍ତ ଗଜାକୃତି ଅସୁର ବିଶେଷ — A demon of that name killed by God Ṡiba.

[ ଦ୍ର—ନାରଦଙ୍କ ଅଭିଶାପରେ ମହେଶନାମକ ଜଣେ ରାଜା ଗଜଯୋନି ପ୍ରାପ୍ତ ହୋଇ ଦେଶଦ୍ୱେଷୀ ହେବାରୁ ମହାଦେବ ତାହାକୁ ବଧ କରି ତାହାର ଚର୍ମ ନିଜ ବ୍ୟବହାରାର୍ଥ ଗ୍ରହଣ କରି— ଥିଲେ ]