Jump to content

ଗଜା ତଳି

ଉଇକିଅଭିଧାନ‌ରୁ

ଗଜା ତଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧାନ—ବିହନକୁ ଗଜା କରି ବୁଣାଯିବା ପରେ ତହିଁରୁ ଯେ ତଳି (ଚାରା) ଉଠେ — ୧. Paddy seedlings grown from sprouted paddy-seeds.
୨. ରୁଆ ହେବାର ଉପଯୋଗୀ କ୍ଷୁଦ୍ର ଧାନ ଗଛ — ୨. Seedling of paddy.