Jump to content

ଗଜେନ୍ଦ୍ରଗାମୀ

ଉଇକିଅଭିଧାନ‌ରୁ

ଗଜେନ୍ଦ୍ରଗାମୀ

ଉଚ୍ଚାରଣ

[ସମ୍ପାଦନା]
(ଗଜେନ୍ଦ୍ରଗାମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ. (ଗଜେନ୍ଦ୍ର+ଗମ୍ ଧାତୁ+ଇନ୍. ୧ମା. ୧ବ.)

[ସମ୍ପାଦନା]

ହାତୀ ପରି ଧୀର—ଗମ୍ଭୀରଭାବରେ ଚାଲୁଥିବା (ବ୍ୟକ୍ତି) —(a person) Having a stately gait compared to that of an elephant.