Jump to content

ଗଞ୍ଜନା

ଉଇକିଅଭିଧାନ‌ରୁ

ଗଞ୍ଜନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଞ୍ଜନ+ଆ)

[ସମ୍ପାଦନା]
୧. ଯାତନା; ଦୁଃଖ — ୧. Pain.
୨. ଦହଗଞ୍ଜ ହେବା — ୨. Harassment.
୩. ଲାଞ୍ଜ୍ଚନା —୩. Disrespectiful treatment.
୪. ଗ୍ଳାନିଜନକ ବାକ୍ୟ; ଭର୍ତ୍ସନା; ତିରସ୍କାର — ୪. Abuse; reproach.

ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖୀ ସରିବ କବିସୂର୍ଯ୍ୟ କିଶୋରୀଚମ୍ପୂ. ଟ ଗୀତ