Jump to content

ଗଞ୍ଜୀ

ଉଇକିଅଭିଧାନ‌ରୁ

ଗଞ୍ଜୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗଞ୍ଜ୍ ଧାତୁ=ଅବଜ୍ଞା କରିବା+କର୍ତ୍ତୃ. ଇନ ୧ମା. ୧ବ.)

[ସମ୍ପାଦନା]
୧. ଗଞ୍ଜନକାରୀ —୧. Oppressing; harassing.
୨. ଜୟକାରୀ —୨. Defeating; surpassing.

ବୀଣାଝଙ୍କାର ଗଞ୍ଜୀ ମଧୂ ସଙ୍ଗୀତ ରାଧାନାଥ. ମେଘଦୂତ