Jump to content

ଗଠିତ

ଉଇକିଅଭିଧାନ‌ରୁ

ଗଠିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ଗଠ ଧାତୁ=ନିର୍ମାଣ କରିବା+କର୍ମ. ତ)

[ସମ୍ପାଦନା]
୧. ନିର୍ମିତ; ରଚିତ —୧. Built; formed.
୨. ଆକାରବିଶିଷ୍ଟ —୨. Shaped.