Jump to content

ଗଡ଼ତପଡ଼ତ ହେବା

ଉଇକିଅଭିଧାନ‌ରୁ

ଗଡ଼ତପଡ଼ତ ହେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗଡ଼ ଧାତୁ+ପତ ଧାତୁ)

[ସମ୍ପାଦନା]
୧. ଭୂମିରେ ଲମ୍ୱ ଭାବରେ ଶୋଇବା ବା ଗଡ଼ିବା — ୧. To lie or roll on the ground.
୨. ଶୋଇ କରି ଏକାଧିକ ଥର ଅଳସ ମେଣ୍ଟାଇବା ପାଇଁ କଡ଼ ଲେଉଟାଇବା — ୨. To turn one's sides on the ground.
୩. (କୌଣସି କାର୍ଯ୍ୟ) ଅସମ୍ପନ୍ନ ହୋଇ ବହୁକାଳ ପଡ଼ିରହିବା — ୩. (a work) To be left undone for a long time.