Jump to content

ଗଡ଼ତିଆ

ଉଇକିଅଭିଧାନ‌ରୁ

ଗଡ଼ତିଆ

ଉଚ୍ଚାରଣ

[ସମ୍ପାଦନା]
(ଗଡ଼ତିଆଣୀ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଗଡ଼ ରକ୍ଷକ, ଜମିଦାର ଓ ଗଡ଼ନାୟକଙ୍କ ଉପାଧି — ୧. The title of the keeper of a castle, of Zamindars and Gaṟḍ̠anāyakas.
୨. କୁଲତା ଜାତିର ବଂଶପାଧିବିଶେଷ — ୨. The family-title of 'Kultā' caste.