Jump to content

ଗଡ଼ପାକ

ଉଇକିଅଭିଧାନ‌ରୁ

ଗଡ଼ପାକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ) ବିଶେଷ୍ୟ -

[ସମ୍ପାଦନା]

ନ୍ୟାୟନୁମୋଦିତ ସାଂସାରିକ ବ୍ୟବହାର (ଗୋପୀନାଥ ନନ୍ଦ) —Wordly usage; common usage.

ଥିଲା ନ ଥିଲାର ସାନ ବଡ଼ ପରିଯନ୍ତେ ଗଡ଼ପାକ ଭିଆଣ ଆମ୍ଭର ଏହି ମତେ ନାମରତ୍ମଗୀତା