Jump to content

ଗଡ଼ମାଳିଆ

ଉଇକିଅଭିଧାନ‌ରୁ

ଗଡ଼ମାଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗଡ଼ଜାତର ଧନୀ ଓ ରାଜଦ୍ୱାରରେ ସମ୍ମାନିତ ପରିବାର ବା ବଂଶ — ୧. Rich and respectable family living in the Gurjats.

ମାଆ ସାଆନ୍ତାଣୀ ରାଣୀ ଦେଇଥିବି ଗଡ଼ମାଳିଆ ଘରେ ଲୋ, ଗଉଡ଼ ବୋହିବେ ପାଣି ଶିଶୁରଞ୍ଜନ ଗୀତ

୨. ଓଡ଼ିଆ ଭଣ୍ଡ଼ାରି ଜାତିର ଶାଖାଭେଦ — ୨. A sect of Oriya barbers.

ଦେଶଜ - ବିଶେଷଣ -

[ସମ୍ପାଦନା]

ଗଡ଼ଜାତର ଅଧିବାସୀ ସଂଭ୍ରାନ୍ତ (ପରିବାର) — (a family) Respectable and residing in the Gaṟḍ̠jāts.