ଗଡ଼ାଇ ମାରିବା
ଦେଖଣା
ଗଡ଼ାଇ ମାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଖାଦ୍ୟ ନ ଦେଇ ବା ଅଳ୍ପଖାଦ୍ୟ ଦେଇ କୌଣସି ବ୍ୟକ୍ତି ଛଟପଟ ହୋଇ ମରିବାର ଉପାୟ କରିବା —To cause a man to die of starvation.
ଗଡ଼ାଇ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଖାଇବାକୁ ନ ଦେଇ ଉପବାସରେ ମାରି ପକାଇବା; ୨ କୌଣସି ପରିବାରର ବ୍ୟକ୍ତିମାନେ ନିରାହାରରେ ମରିବାର କାରଣ ହେବା