ଗଡ଼ାଗଡ଼ି ଯିବା
ଗଡ଼ି ଗଡ଼ି ଗତି କରିବା; ଚକପରି ଘୁରି ଘୁରି ଗତି କରିବା —To roll on.
ବିତ୍ତ ଗଣ୍ଠିବାଟେ ଗଡ଼ାଗଡ଼ି ଯାଉଛି ଭଞ୍ଜ. ବୈଦେହୀଶବିଳାସ