ଗଡ଼ିବତା
ଯେଉଁ ଫାଳିଆ ବାଉଁଶ ଦିଆଯାଇ ଛପରର ଗଡ଼ିର ନିମ୍ନଭାଗ ଚାଳର ରୂଆ ଆଦି ସଙ୍ଗେ ବନ୍ଧା ହୋଇ ଲାଗି ରହେ ଅର୍ଥାତ୍ ଉଲରି ଯାଏ ନାହିଁ; ଗରିବତା — Split bamboo put on the thatch to keep a belt of the thatch tight to the frame.