Jump to content

ଗଡ଼ିଯିବା

ଉଇକିଅଭିଧାନ‌ରୁ

ଗଡ଼ିଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ଜାହାଜିଆ ଭାଷା)

[ସମ୍ପାଦନା]

(ଜାହାଜ) କୂଳ ଛାଡ଼ି ଗଭୀର ସମୁଦ୍ରର ସୀମାକୁ ଯିବା — (a ship) To go to deep waters.

ଆଜି ତେର ଜାହାଜ ଛାଡ଼ି ଯିବାର ସ୍ଥିର ହୋଇଅଛି— ଫକୀରମୋହନ. ଗଳ୍ପସ୍ୱଳ୍ପ