ଗଡ଼ିଶା
ଦେଖଣା
ଗଡ଼ିଶା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ଼କ)
[ସମ୍ପାଦନା]ଶେଉଳ ଜାତୀୟ ଛୋଟ ମାଛ — (Opheocephalus Late) A small round-shaped fresh-water fish living in muddy water.
[ଦ୍ରଷ୍ଟବ୍ୟ — ଏମାନେ ପାଣିରେ ଓ ପଙ୍କର ମଧ୍ୟ ରହି ପାରନ୍ତି ଶେଉଳ (ବଡ଼), ଶେଉଳକଢ଼ା (ମଧ୍ୟଭଳି), ଗଡ଼ିଶା (ଛୋଟ) ଓ ଚେଙ୍ଗ (ଅତି ଛୋଟ), ଏମାନେ ପ୍ରାୟ ଏକ ଜାତିର ମାଛ; ଏମାନଙ୍କର ମୁଣ୍ଡ ଚେପ୍ଟା ଓ ଦେହ ଗୋଲ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ତିରିଶ ପୌଟି ବା ସାତ ଭରଣ ଅଧେ ଶସ୍ୟାଦିର ପରିମାଣ — A measure of corn.
[ଦ୍ରଷ୍ଟବ୍ୟ — ୧ ଗଡ଼ଶା = କଟକୀ ଆଠ ସେରିଆ ନଉତିରେ ୧୫ ନଉତି]