ଗଡ଼ୁଆ
ଦେଖଣା
ଗଡ଼ୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ୍ଡୁକ)
[ସମ୍ପାଦନା]- ୧. ଗଡ଼ୁ; ଝରି —୧. A spouted water-jug.
ଗଡ଼ୁଆ ଗାଗରା କେତେ ବାସନ କେତେ ଯାଚି ଦେଲେ ହୋଇ ପ୍ରସନ୍ନ ବ୍ରଜନାଥ. ସମରତରଙ୍ଗ
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗଡ଼ଜାତବାସୀ (ବ୍ୟକ୍ତି) — ୧. Resident of the Gaṟḍ̠ajātas.
ସେହି ସୈନ୍ୟରେ ଥିଲେ ଯେତେ ଗଡ଼ୁଆ ଶହକରେ ଦୋଟିଏ କଲେ ସେ ତାଡ଼ୁଆ କୃଷ୍ଣସିଂହ. ମହାଭାରତ. ଉଦ୍ଗୋଗ
- ୨. ଗଡ଼ଜାତର ରାଜଧାନୀ ବା ଗଡ଼ର ବାମ କରୁଥିବା (ବ୍ୟକ୍ତି) — ୨. Resident of the capital of a native state.