ଗଡ଼ୁପିଢ଼ା
ବ୍ରାହ୍ମଣମାନଙ୍କର ଖାଇବସିବା ବେଳେ ପ୍ରୟୋଜନୀୟ ଜଳପାତ୍ର ଓ କାଷ୍ଠ ଆସନ — A spouted water-jug and woodan seat necessary for a Brāhmaṇa while dining.
(ଯଥା—ପହରାଜ ଆପଣେ ! ଗଡ଼ୁପିଢ଼ା ଘେନି ପୀତାମ୍ୱର ମିଶ୍ରଙ୍କ ଶଙ୍ଖୁଡ଼ି ସଭାକୁ ଆସିବା ହଉ)