ଗଡ଼େଇ ତଡ଼େଇ ମାରିବା
କୌଣସି ବ୍ୟକ୍ତି ମାଡ଼ ଖାଇ ଭୂଇଁରେ ଗଡ଼ୁଥିବା ଅବସ୍ଥାରେ ତାକୁ ଉପର୍ଯ୍ୟୁପରି ପ୍ରହାର ବା ଆଘାତ କରିବା