Jump to content

ଗଡ଼େଇ ମାରିବା

ଉଇକିଅଭିଧାନ‌ରୁ

ଗଡ଼େଇ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଖାଇବାକୁ ନ ଦେଇ ଉପବାସରେ ମାରି ପକାଇବା; ୨ କୌଣସି ପରିବାରର ବ୍ୟକ୍ତିମାନେ ନିରାହାରରେ ମରିବାର କାରଣ ହେବା