Jump to content

ଗଡ୍ଡରିକା

ଉଇକିଅଭିଧାନ‌ରୁ

ଗଡ୍ଡରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଡ୍ଡର+ସ୍ୱାର୍ଥେ. କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ମେଣ୍ଢା ପଲ ଆଗରେ ଯିବା ମେଣ୍ଢୀ — ୧. The leading ewe in a flock.
୨. ପ୍ରବାହ; ସ୍ରୋତ —୨. A current; continuous line; stream.
୩. ଅବିଛିନ୍ନଗତି, ଅଜ୍ଞାତପ୍ରବାହ ମୂଳଧାରାବାହିନୀ ନଦୀ— ବିଶେଷ —୩. Name of a river of untraced origin.
୪. ଜଳପ୍ରସ୍ରବଣ —୪. Water-spring.