Jump to content

ଗଡ୍ଡରିକା ପ୍ରବାହ

ଉଇକିଅଭିଧାନ‌ରୁ

ଗଡ୍ଡରିକା ପ୍ରବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଗମେଣ୍ଢୀର ପିଛାଧରି ଅନୂଗମନ କରିବା ମେଣ୍ଢାମାନଙ୍କ ସ୍ରୋତଃ — The run of a flock of sheep.

[ଦ୍ରଷ୍ଟବ୍ୟ —ଯେଉଁପରି ମେଣ୍ଢାପଲ୍ଲ ମଧ୍ୟରୁ ଆଗ ମେଣ୍ଢା ଯେଉଁ ଆଡ଼କୁ ଯାଏ, ପହ୍ଲର ଅନ୍ୟ ସମସ୍ତ ମେଣ୍ଢା ବିଚାର ନ କରି ତାହାରି ପଛେ ପଛେ ସେହି ଆଡ଼କୁ ଗତି କରନ୍ତି, ସେହିପରି କୌଣସି ପ୍ରଧାନ ଲୋକ ଯାହା କରେ ଅନ୍ୟ ବ୍ୟକ୍ତିମାନେ ଆଗ ପଛ ବିଚାର କରି ତାଙ୍କର କଥାରେ ଅନୁବର୍ତ୍ତୀ ହେଲେ 'ଗଡ୍ଡରିକା ପ୍ରବାହ' ନ୍ୟାୟ ବୋଲି ଉଲ୍ଲେଖ କରାଯାଏ ]