ଗଢ଼ାମୂଲ

ଉଇକିଅଭିଧାନ‌ରୁ

ଗଢ଼ାମୂଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଠନ+ମୂଲ୍ୟ)[ସମ୍ପାଦନା]

୧. ଅଳଙ୍କାର ପ୍ରସ୍ତୁତ କରିବା ବଣିଆର ମଜୁରି — ୧. Wages of a goldsmith for making an ornament.
୨. ବସ୍ତୁ ତିଆରି କରିବାର ମୂଲ — ୨. Manufacturing wages.