ଗଣ

ଉଇକିଅଭିଧାନ‌ରୁ

ଗଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ)[ସମ୍ପାଦନା]

୧. ସମୂହ — ୧. Multitude; collection.
୨. ପଞ୍ଝା; ଦଳ; ପଲ —୨. Herd; troop; group.
୩. ପାଟକ; ଜାତି —୩. Caste; tribe.
୪. ଏକଜାତୀୟ ବହୁସଂଖ୍ୟକ ଜୀବ —୪. Flock.
୫. ଶ୍ରେଣୀ —୫. Class; series.
୬. ଚତୁରଙ୍ଗ ସେନାବିଶେଷ; ହସ୍ତୀ—୨୭, ରଥ—୨୭, ଅଶ୍ୱ ୮୧, ପଦାଦି—୧୩୫ ସମ୍ୱଳିତ ସେନା —୬. An army consisting of ୨୭ alephant, ୨୭ cars, ୮୧ horses and ୧୩୫ foot-soldiers.

ବିଜେ ଦୂଷଣ ଅରି ଭୀକ୍ଷଣ ଗଣ ମାରି ଲକ୍ଷଣ ସହତରେ ଯ ଭଞ୍ଜ. ବୈଦେହୀଶବିଳସ

୭. ସ୍ୱପକ୍ଷ; ସ୍ୱଜାତୀୟ ବହୁ —୭. Many of one class.
୮. ଅନୂଚରଙ୍କ ଦଳ —୮. A body of followers or attendants.
୯. ଗଣନା —୯. Calculation.
୧୦. (ଗଣିତ) ସଂଖ୍ୟା — ୧୦. (arithmatic) A number.
୧୧: ଦେବତା ଓ ରାଜାଦିଙ୍କ ଅନୁଚରବର୍ଗ — ୧୧. Retinue of a king or Deity.
୧୨: ପ୍ରମଥଗଣ; ଶିବଙ୍କ ଅନୁଚର ସେନାଦଳ; ଶିବଗଣ — ୧୨. The retinue of Lord Ṡiba.

[ଦ୍ରଷ୍ଟବ୍ୟ —ଏମାନଙ୍କ ସେନାପତି ଗଣେଶ]

୧୩: (ବ୍ୟାକରଣ) ସଂସ୍କୃତ ଧାତୁମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ବା ପୁଞ୍ଜ —୧୩. Different groups of Sanskrit root of verbs.

(ଯଥା—ଭ୍ୱାଦିଗଣ, ଅଦାଦି ଓ ତାନାଦି)

[ଦ୍ରଷ୍ଟବ୍ୟ —ସଂସ୍କୃତ ଧାତୁମାନଙ୍କର ଆଦର୍ଶ ଧାତୁ ନାମରେ ଗଣମାନଙ୍କର ନାମକରଣ ହୁଏ]

୧୪: ଏକ ଉଦ୍ଦେଶ୍ୟରେ ଗଠିତ ଦଳ, ସମାଜ ବା ସଭା — ୧୪. A society formed for a particular object; association.
୧୫: କୋମ୍ପାନି; ସଂଘ —୧୫. Company.
୧୬: (ସଂଙ୍ଗୀତ) ପ୍ରଥମ ସମ ବା ତାଳଠାରୁ କୌଣସି ରାଗର ମିଶ୍ରଣକୁ ପୃଥକ୍ କରିବା ତିନଟି ସ୍ୱରର ସମଷ୍ଟି — ୧୬. (music) A cluster of three tones dividing the combination of a Rāga from the ୧st Sama.
୧୭: ଦେବ, ମନୁଷ୍ୟ ଓ ଅସୁର ଏହିପରି ୩ ଶ୍ରେଣୀରେ ବିଭକ୍ତ ହୋଇଥିବା ନକ୍ଷତ୍ରମାନଙ୍କର ଶ୍ରେଣୀ — ୧୭. (astronomy) A series of lunar mansions classed under three heads (Deities, men and demons).


୧୮: ଗଣେଶ —୧୮. An epithet of Gaṇeṡa'.
୧୯: ଶ୍ଳୋକର ପାଦ —୧୯. A foot in prosody.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗଣପତି ଓ ଗଣନାଥ ଆଦିଙ୍କ ଡାକ ନାମ — A name for calling 'Gaṇapati' and Gaṇanātha'.