Jump to content

ଗଣକ

ଉଇକିଅଭିଧାନ‌ରୁ

ଗଣକ

ଉଚ୍ଚାରଣ

[ସମ୍ପାଦନା]
(ଗଣିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଗଣ୍ ଧାତୁ+କତ୍ତୃ. ଅକ)

[ସମ୍ପାଦନା]
୧. ଯେ ଗଣନା କରେ ବା ସଂଖ୍ୟା ନିରୂପଣ କରେ — ୧. One who counts; reckoning.
୨. ବହୁ ଧନଦ୍ୱାରା କ୍ରୀତ — ୨. Bought for a large sum.
୩. ଅଙ୍କଶାସ୍ତ୍ରରେ ପାରଙ୍ଗମ — ୩. Versed in mathematics.
(ଗଣକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜ୍ୟୋରିର୍ବିଦ; ଦୈବଜ୍ଞ — ୧. Astrologer.
୨. ଅଜ୍ଞଶାସ୍ତ୍ରବିଦ୍ ବ୍ୟକ୍ତି — ୨. A mathematician.
୩. ଆଠଗୋଟି ନକ୍ଷତ୍ରର ସମୂହ — ୩. An assemblage of eight stars.