Jump to content

ଗଣକ କାଳିଦାସ

ଉଇକିଅଭିଧାନ‌ରୁ

ଗଣକ କାଳିଦାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

'ଜ୍ୟୋତିର୍ବିଦାଭରଣ' ନାମକ ଜ୍ୟୋତିଷ ଗ୍ରନ୍ଥର ରଚୟିତା — A name an author of an astrological work.

[ଦ୍ରଷ୍ଟବ୍ୟ —ଏ କବି କାଳିଦାସ ନୁହନ୍ତି ଓଡ଼ିଶାର ଶୁଦ୍ଧିଚନ୍ଦ୍ରିକା ନାମକ ଖଣ୍ଡିଏ ଜ୍ୟୋତିଷ ଗ୍ରନ୍ଥର ରଚୟିତାଙ୍କ ନାମ ମଧ୍ୟ କାଳିଦାସ ଥିଲା ]