Jump to content

ଗଣତନ୍ତ୍ର

ଉଇକିଅଭିଧାନ‌ରୁ

ଗଣତନ୍ତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗଣ+ତନ୍ତ୍ର)

[ସମ୍ପାଦନା]
୧. ସାଧାରଣତନ୍ତ୍ର—ଶାସନପ୍ରଣାଳୀ; ପ୍ରଜାତନ୍ତ୍ର — ୧. Democracy.
୨. ଯେଉଁ ଶାସନପ୍ରଣାଳୀରେ ଏକ ଦଳ ବ୍ୟକ୍ତିଙ୍କଠାରେ ରାଜ୍ୟଶାସନର ଭାର ଥାଏ — ୨. Oligarchy.