Jump to content

ଗଣତି

ଉଇକିଅଭିଧାନ‌ରୁ

ଗଣତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣନ)

[ସମ୍ପାଦନା]
୧. ସଂଖ୍ୟା — ୧. Number.
୨. ସଂଖ୍ୟା କରିବା; ସୁମାରି ୨. Counting; numbering.
୩. ଗଣନା —୩. Calculation.

ଅତି ପୁରଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ— ଫକୀରମୋହନ, ଗଳ୍ପସ୍ୱଳ୍ପ

ଦେଶଜ - ବିଶେଷଣ - (ସଂସ୍କୃତ - ଗଣିତ)

[ସମ୍ପାଦନା]

ଗଣିତ —Counted.

ବୃହତ୍ୱଳ ଅଟନ୍ତି ରଥିରେ ଗଣତି—କୃଷ୍ଣସିଂହ, ମହାଭାରତ.ଉଦ୍ଗୋଗ