ଗଣଦେବତା
ଦେଖଣା
ଗଣଦେବତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗଣ+ଦେବତା)
[ସମ୍ପାଦନା]ଯେଉଁ ଦେବତାମାନେ ଏକାଧିକ ସଂଖ୍ୟକ ଅଟନ୍ତି — Some Deities Worshipped and represented in certain groups.
[ଦ୍ରଷ୍ଟବ୍ୟ — ଗଣଦେବତାଙ୍କ ଗଣର ସଂଖ୍ୟା ୯; ଯଥା—ଆଦିତ୍ୟଗଣ— ୧୨: , ବିଶ୍ୱେଦେବାଗଣ—୧, ବସୁ—୮, ତୁଷିତ—୩୬: ,ଅଭାସ୍ୱର—୬୪: ,ବାତ—୪୯: ,ମାହାରାଜିକ—୨୨: , ସାଧ୍ୟ—୧୨: ରୁଦ୍ର—୧୧: ]