ଗଣନୀୟ
ଦେଖଣା
ଗଣନୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗଣ୍ ଧାତୁ+କର୍ମ. ଅନୀୟ)
[ସମ୍ପାଦନା]- ୧. ଗଣନାର ଯୋଗ୍ୟ; ସଂଖ୍ୟୟ — ୧. Fit to be counted; numerable.
- ୨. ଯାହା ଗଣାଯାଇ ପାରେ —୨. Calculable.
- ୩. ଗ୍ରାହ୍ୟ — ୩. Worthy to be reckoned; acceptable.
- ୪. ଯାହାକୁ ଶ୍ରେଣୀବିଭାଗ କରାଯାଇ ପାରେ — ୪. fit to be classified.
- ୫. ଉଲ୍ଲେଖଯୋଗ୍ୟ —୫. Worthy of being mentioned.