Jump to content

ଗଣବିଦ୍ୟା

ଉଇକିଅଭିଧାନ‌ରୁ

ଗଣବିଦ୍ୟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣନା+ବିଦ୍ୟା)

[ସମ୍ପାଦନା]
୧. ଗଣିତ ଶାସ୍ତ୍ର — ୧. Mathematics.
୨. ଗଣନା କରିବାର ବିଦ୍ୟା — ୨. The art of calculation.

ଋତୁପୂର୍ଣ ବୋଇଲେ ଗଣବିଦ୍ୟା ତୁଲେ, ଅନ୍ଧବିଦ୍ୟା ମଧ୍ୟ ମୁଁ ଜାଣିଅଛି ଭଲେ କୃଷ୍ଣସିଂହ. ମହାଭାରତ. ବନ