Jump to content

ଗଣଭୋଜନ

ଉଇକିଅଭିଧାନ‌ରୁ

ଗଣଭୋଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଣ+ଭୋଜନ)

[ସମ୍ପାଦନା]
୧. ଜାତିଆଣ ଭୋଜି —୧. Caste-dinner.
୨. ପଂକ୍ତିଭୋଜନ; ବହୁଲୋକ ଏକସମୟରେ ଓ ଏକ— ସ୍ଥାନରେ ବସି ଖାଇବା —୨. Picinic; a dinner Participated by many person.
୩. ବହକୁଲୋକଙ୍କର ଏକ ରୁଷେଇରେ ପାକ ଓ ଭୋଜନ — ୩. Common messing.