Jump to content

ଗଣଶଃ

ଉଇକିଅଭିଧାନ‌ରୁ

ଗଣଶଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ - (ଗଣ+ବୀପ୍ ସାର୍ଥରେ. ଶସ୍)

[ସମ୍ପାଦନା]
୧. ବହୁଶଃ — ୧. Group by group.


୨. ଦଳ ଦଳ ହୋଇ; ପଲପଲ; ଦଳେଦଳେ — ୨. In crowds; in herds; in troops.
୩. ଶ୍ରେଣୀଶ୍ରେଣୀ ହୋଇ —୩. In classes.