Jump to content

ଗଣା

ଉଇକିଅଭିଧାନ‌ରୁ

ଗଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣନ)

[ସମ୍ପାଦନା]
୧. ଗଣନ —୧. Counting.
୨. ସଂଖ୍ୟା କରିବା —୨. Reckoning.
୩. ଗଣତି; ସୁମାରି —୩. Enumeration.

ଏଣୁ କରି ଶିଷ୍ୟ ମନ୍ତ୍ର କରୁଥିବ ଗଣା ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା

ଦେଶଜ - ବିଶେଷଣ -

[ସମ୍ପାଦନା]

ଗଣତି ହୋଇଥିବା; ସଂଖ୍ୟା କରାଯାଇ ଥିବା — Counted; reckoned.