Jump to content

ଗଣାଇବା

ଉଇକିଅଭିଧାନ‌ରୁ

ଗଣାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଗଣିବା କ୍ରିୟାର ପ୍ରେରଣାର୍ଥ ରୂପ)

[ସମ୍ପାଦନା]
୧. ଅନ୍ୟଦ୍ୱାରା ସୁମାରି କରାଇବା — ୧. To get something counted or calculated by another.

ଚନ୍ଦ୍ରମା ! ଗ୍ରହ ଶୁଭଦ ଗଣାଇବି ଭଞ. ପ୍ରେମସୁଧାନିଧି

୨. ରାଜକୋଷଧ୍ୟକ୍ଷଙ୍କ ନିକଟରେ ରାଜସ୍ୱାଦି ନେଇ ଦାଖଲ କରିବା —୨. To pay revenue to the Government treasury.

(ଯଥା—ସିଦ୍ଧେଶ୍ୱରପୁର ଶାସନ ମକଦମ ନଗଦ ଗଣାଇଲା— କା. ୮୫/?/\୪/?/: —ତାଳପତ୍ର ଲେଖାଳିଙ୍କ ହସ୍ତାକ୍ଷରର ଆର୍ଦଶ )