ଗଣି
ଦେଖଣା
ଗଣି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ଗଣ+ଇ)
[ସମ୍ପାଦନା]ଗଣନା କରୁଥିବା — Counting.
ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ବେଦବେଦାଙ୍ଗପାରଙ୍ଗପାରଗ ବ୍ୟକ୍ତି —୧. One versed in the scriptures and auxiliary science. (Apte).
- ୨. ତର୍କ —୨. Argument.
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ଗଣେଶ) ଗଣେଶ ନାମର ସସ୍ନେହ ସଂବୋଧନ Name by which a person named Gaṇeṡa is called in endearment.