Jump to content

ଗଣିକା

ଉଇକିଅଭିଧାନ‌ରୁ

ଗଣିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଗଣ=ସମୂହ+ଇକ+ସ୍ତ୍ରୀ. ଆ; ଭର୍ତ୍ତାରୂପରେ ଯାହାର ଗଣ ବା ବହୁ ଲୋକ ଅଛନ୍ତି)

[ସମ୍ପାଦନା]
୧. ବେଶ୍ୟା; ବାରନାରୀ —୧. Prostitute; harlot; Courtesan.
୨. ହସ୍ତିନୀ —୨. She-elephant.
୩. ଜୁଇଫୁଲ; ଜୁଇ ଲତା —୩. A kind of single-fpetalled and slender jasmine.

ବିପଟ ବିନାସେ ସୁମନରେ ହସେ ଗଣ କାପନ୍ତି ଦିବା ରାତି ଭଞ୍ଜ. ବୈଦେହୀଶବିଳାସ