Jump to content

ଗଣିଦେବା

ଉଇକିଅଭିଧାନ‌ରୁ

ଗଣିଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟକୁ ଧନ ଆଦି ଗଣନା କରି ଦେବା — ୧. To pay a sum to another by counting it up.
୨. ଗଣନା କାର୍ଯ୍ୟ ଶେଷ କରିବା — ୨. To end or complete a reckoning.


୩. (ଲକ୍ଷଣାର୍ଥ) ନଗଦ ଧନର ଅଧିକାରୀ ହେବା — ୩. (figurative) To be master of cash.

(ଯଥା—ଅମୂକ ଲୋକ ନଗଦ ଟ ୫ ଗଣି ଦେବି)

୪. ନଗଦ ଧନ ଦେବା —୪. To pay in cash.