ଗଣୀ
(ଗଣିନୀ—ସ୍ତ୍ରୀ)
ଯାହାର ଦଳ ବା ପଲ ଥାଏ — Having or owning a flock.
ବିଦ୍ୟାଳୟର ଶ୍ରେଣୀ ଛାତ୍ରଙ୍କୁ ପଢ଼ାଉଥିବା ଶିକ୍ଷକ; ସ୍କୁଲ୍ ମାଷ୍ଟର — A class-teacher; a school-master.