Jump to content

ଗଣେରୁ

ଉଇକିଅଭିଧାନ‌ରୁ

ଗଣେରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗଣ=ସଂଖ୍ୟା+ଇର୍ ଧାତୁ=ଯିବା+କର୍ତ୍ତୃ. ଉ)

[ସମ୍ପାଦନା]
୧. ବେଶ୍ୟା —୧. Prostitute; harlot.
୨. ହସ୍ତିନୀ —୨. A female elephant.
୩. କର୍ଣ୍ଣିକାର ବା କନିଅର ଗଛ — ୩. Bastard oleander.