Jump to content

ଗଣେଶ ଚଉଠୀ ଶଶାଙ୍କ

ଉଇକିଅଭିଧାନ‌ରୁ

ଗଣେଶ ଚଉଠୀ ଶଶାଙ୍କ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗଣେଶ ଚତୁର୍ଥୀ ରାତ୍ରରେ ଉଦିତ ଚନ୍ଦ୍ର — ୧. The moon appearing in the night of 'Gaṇeṡa'-chaturthī'.
୨. (ଉକ୍ତ ଚନ୍ଦ୍ରଙ୍କୁ ଦର୍ଶନ କରିବା ନିଷିଦ୍ଧ ଥିବାର ଲକ୍ଷଣାର୍ଥରୁ) ଅଦର୍ଶନାୟ ପଦାର୍ଥ — ୨. Anything which should not be seen.

ବଦନ ପର ଯୁବତୀଙ୍କ, ଗଣେଶ ଚଉଠୀ ଶଶାଙ୍କ— ଭୂପତି—ପେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ବ୍ରହ୍ମପୁରାଣବଚନ ଅନୁସାରେ ନାରାୟଣ ଅଭିଶପ୍ତ ହୋଇ ଗଣେଶଚତୁର୍ଥୀ ରାତ୍ରିରେ ଚନ୍ଦ୍ରକିରଣରେ ଥାଆନ୍ତିଓ ସେ ରାତ୍ରିରେ ଚନ୍ଦ୍ରଙ୍କୁ ଦର୍ଶନ କଲେ ଉକ୍ତ ଅଭିଶାପ ଦର୍ଶନକାରୀବ୍ୟକ୍ତି ଉପରେ ପଡ଼େ ଗଣେସଚତୁର୍ଥୀ ରାତ୍ରିରେ ଉଦିତ ଚନ୍ଦ୍ରଙ୍କ ନଷ୍ଟଚନ୍ଦ୍ର ବୋଲାଯାଏ ଓ ତାଙ୍କୁ ଦେଖିବା ନିଷିଦ୍ଧ ଦୈବାତ୍ ଦର୍ଶନ କଲେ ପୂର୍ବ ବା ଉତ୍ତର ମୁଖ ହୋଇ ଧାକ୍ରେୟିକା ବାକ୍ୟ 'ସିଂହଃ ପ୍ରସେନମବଧୀତ୍, ସିଂହୋ ଜାମ୍ୱବତା ହତଃ ସୁକୁମାରକ ମାରୋଦୀସ୍ତବ ହ୍ୟେଷ ସ୍ୟମନ୍ତକଃ' ବାକ୍ୟ ପାଠ କଲେ ଓ ସ୍ୟମନ୍ତକ ଉପାଖ୍ୟାନ ଶୁଣିଲେ ଦୋଷ କ୍ଷୟ ହୁଏ ଖଡ଼ିରତ୍ନ. ନୁତନ ପଞ୍ଜିବା ତିଥ୍ୟାଦିତତ୍ତ୍ୱ]